
ପ୍ରକାଶ ପାଇଲା JEE ମେନ୍ 2025 ; ଦେଖନ୍ତୁ ଟପରଙ୍କ ତାଲିକା
ଡୁମାଣୀ ବ୍ୟୁରୋ : ପ୍ରକାଶ ପାଇଲା JEE ମେନ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶିତ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ପକ୍ଷରୁ ରେଜଲ୍ଟ ପ୍ରକାଶ ।୨୪ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ମାର୍କ । ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଫଳାଫଳ jeemain.nta.nic.in କୁ ଯାଇ ନିଜ ସ୍କୋର ଦେଖିପାରିବେ । ରେଜଲ୍ଟ ଯାଞ୍ଚ କରିବା ପାଇଁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ…