newspaper3

ଶେଷ ହେଲା ତିନିଦିନିଆ କୋଇଡ଼ା ଝରଣା ମହୋତ୍ସବ ଐତିହ୍ୟ, ଭାଷା ଓ ସଂସ୍କୃତିକୁ ବଜାୟ ରଖିବାର ପ୍ରୟାସ ଅତୁଳନୀୟ: ବିଧାୟକ

କେ। ଇଡ।, ୩୧ (ନି.ପ୍ର): ଆଦିବାସୀ ଅଭ୍ୟୁସିତ ପାହାଡ ଜଙ୍ଗଲ, ନଦୀ ଓ ଝରଣାରେ ପରିପୂର୍ଣ୍ଣ କୋଇଡାର ତିହ୍ୟ, ଭାଷା, କଳା, ସଂସ୍କୃତି, ୬ରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ]ଞ୍ଜିକୃତ ସଂଘ କୋଇଡା ୟୁନିୟନ୍ ଅଫ୍ କର୍ଣ୍ଣାଲିଷ୍ଟ ଆନୁକୂଲ୍ୟରେ ଗତବର୍ଷ ପରି ଚଳିତବର୍ଷ ଝରଣା ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛ । ତିନି ଦିନ ଧରି ଚାଲିଥ‌ିବା ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବର ପୂର୍ବାହ୍ନରେ ମୁଖ୍ୟ ଅତିଥ୍‌ ଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଅନ୍ୟ…

Read More

Our Resources