ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ୨ ଟଙ୍କା ଉତ୍ପାଦ ଶୁଳ୍କ, ବଢ଼ିବ ବି ତେଲ ଦର ?

ଡୁମାଣୀ  ବ୍ୟୁରୋ : କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ (ଏକ୍ସାଇଜ ଡ୍ୟୁଟି) ଦୁଇ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ଅନୁସାରେ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୧୩ ଟଙ୍କା ପ୍ରତି ଲିଟର ହୋଇଯାଇଛି । ସେହିପରି ଡିଜେଲ ଉପରେ ଶୁଳ୍କ ୧୦ ଟଙ୍କା ପ୍ରତି ଲିଟର ହୋଇଛି । ଖୁଚୁରା ବେପାର ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ସେ ନେଇ…

Read More

Our Resources